ବିଧାନସଭା ରୁ  ଆସିଲା ସାଂଘାତିକ ତଥ୍ଯ: ୨୩ ଜିଲ୍ଲାରେ କମୁଛି ଭୂତଳ ଜଳସ୍ତର  

0

ଭୁବନେଶ୍ୱର: ରାଜ୍ୟର ୨୩ ଜିଲ୍ଲାରେ କମୁଛି ଭୂତଳ ଜଳସ୍ତର  । ବିଧାନସଭା ରୁ  ଆସିଲା ସାଂଘାତିକ ତଥ୍ଯ । ବାଲେଶ୍ଵର, ଭଦ୍ରକ, କଟକ, କେନ୍ଦ୍ରାପଡା, ମାଲକାନଗିରି, ନୂଆପଡା, ସମ୍ବଲପୁର କୁ ଛାଡ଼ି ଦେଲେ ବାକି ସମସ୍ତ ଜିଲ୍ଲାରେ କମିବାରେ ଲାଗିଛି ଭୂତଳ ଜଳ ସ୍ତର। ଏହାରି ଭିତରେ  ଗଜପତି ଓ ରାୟଗଡ଼ାରେ ସ୍ଥିତି ସଙ୍ଗିନ  ହୋଇପଡିଛି । ଭୂତଳ ଜଳ ସ୍ତର ବୃଦ୍ଧି ପାଇଁ ଛାତ ଏବଂ ଅରୁଆ ନାମକ ଦୁଇଟି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ।