ଝାଡଖଣ୍ଡ ଶ୍ରମିକର ସନ୍ଧେହଜନକ ମୃତ୍ୟୁ

0

(ସର୍ବେଶ୍ୱର ପାତ୍ର / କାମାକ୍ଷାନଗର ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କଂସରଗୋଡା ବିଦ୍ୟୁତ ଗ୍ରୀଡରେ କାର୍ୟ୍ୟରତ ଶ୍ରମିକର ସନ୍ଧେହଜନକ ମୃତ୍ୟୁ । ମୃତକ ଲକ୍ଷ୍ମଣ ମୁର୍ମୁ ତାଙ୍କ ଘର ଝଡଖଣ୍ଡ ହଜାରୀବାଗ ଜିଲ୍ଲା ବିଷ୍ଣୁଗଡ ଥାନା ଅନ୍ତର୍ଗତ କେଳୁଜଳା ଗ୍ରାମରେ। ଆଜି ସକାଳେ ତାଙ୍କ ସମ୍ପର୍କୀୟ ଭୁବନ ଡାକ୍ତରଖାନାରେ ଭର୍ତ୍ତୀ କରାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଭୁବନ ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।