ହଂସପାଳ ମୁଖ୍ୟ କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ଓଡିଶା By Sushree Sangita Pradhan On Jun 7, 2024 0 Share ଭୁବନେଶ୍ୱର : ହଂସପାଳ ମୁଖ୍ୟ କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର | ଯୁବକଙ୍କ ନାଁ ସୌମ୍ୟ ରଞ୍ଜନ ଦାସ | ଯୁବକ ଜଣଙ୍କ ଜଗତସିଂହପୁର ଅଞ୍ଚଳର ବୋଲି ଜଣାପଡିଛି | ଗତକାଲି ଗାଧୋଉଥିବା ବେଳେ ହଂସପାଳ ମୁଖ୍ୟ କେନାଲରେ ଭାସି ଯାଇଥିଲେ ସୌମ୍ୟ | ଅଗ୍ନିଶମ ବାହିନୀ ତାଙ୍କର ମୃତ ଦେହ ଉଦ୍ଧାର କରିଛି | BhubaneswarOdishaReporters Today 0 Share FacebookTwitterGoogle+ReddItWhatsAppPinterestEmail