ଭୁବନେଶ୍ୱର : ନିଶା ନିବାରଣ କେନ୍ଦ୍ରରେ ଅକଥନୀୟ ଅତ୍ୟାଚାର ଘଟଣା | ଅନ୍ତେବାସୀ ସର୍ବେଶ୍ୱର ବେହେରାଙ୍କ ମୃତ୍ୟୁ ଘଟିଥିବା ସୂଚନା | ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସର୍ବେଶ୍ୱର | ଘଟଣାରେ ଗତକାଲି ୩ ଜଣଙ୍କୁ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ | ସାଇକୃପା ଡିଆଡିକ୍ସନ ସେଣ୍ଟର ମାଲିକ ଓ ୨ କର୍ମଚାରୀ ଗିରଫ ହୋଇଥିଲେ | ପଥରବନ୍ଧ ସର୍ବେଶ୍ୱର ବେହେରାଙ୍କୁ ଦିଆଯାଇଥିଲା ଶାରୀରିକ ନିର୍ଯ୍ୟାତନା ନେଇ ମଞ୍ଚେଶ୍ୱର ଥାନାରେ ଏତଲା ହୋଇଥିଲା |