ଯେଉଁ ବିଧାୟକମାନେ ମହିଳା ବାଚସ୍ପତିଙ୍କୁ ବ୍ୟାନର ଫୋଫାଡ଼ିଛନ୍ତି ; ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

0

ଭୁବନେଶ୍ୱର;ଯେଉଁ ବିଧାୟକ ମାନେ ମହିଳା ବାଚସ୍ପତିଙ୍କୁ ବ୍ୟାନର ଫୋଫାଡ଼ିଛନ୍ତି, ଆଚରଣ ଖରାପ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ଦାବି କଲେ ବିଜେପି ବିଧାୟକ ଅମରେନ୍ଦ୍ର ଦାସ ଜ୍ଝ ଅନେକ ବରିଷ୍ଠ ବିଧାୟକ ତାଙ୍କର ଆଚରଣ ଉଚ୍ଚାରଣ ଠିକ ନାହିଁ।,ସେମାନଙ୍କଠାରୁ ନୂଆ ବିଧାୟକମାନେ କଣ ଶିଖିବେ ବୋଲି ପ୍ରଶ୍ନ କରିଛନ୍ତି ଅମରେନ୍ଦ୍ର ଦାସ । ଏହାପୂର୍ବରୁ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏବଂ ଦୁର୍ଗା ଚରଣ ନାୟକ ମଧ୍ୟ ବିରୋଧୀଙ୍କ ଆଚରଣଙ୍କୁ ନିନ୍ଦା କରିଛନ୍ତି ।