ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ,ଜଳ  ଟ୍ରିବୁନାଲ  ପାଇଁ  5 ଜାଣିଆ କମିଟି  ଗଠନ ହୋଇଥିଲା, ଏଥିପାଇଁ  କେତେ  ଅର୍ଥ  ଖର୍ଚ୍ଚ  ହୋଇଛି:ଜୟ ନାରାୟଣ ମିଶ୍ର

0

ଭୁବନେଶ୍ୱର: ଶୂନ୍ୟକାଳରେ  ଉଠିଲା  ମହାନଦୀ  ପ୍ରସଙ୍ଗ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଉଠାଇଲେ  ପ୍ରସଙ୍ଗ ମହାନଦୀ ପ୍ରସଙ୍ଗ  ଉପରେ  ମୋସନ  ଆକାରରେ  ଆଲୋଚନା ହେଉ ଓ  ବିଭାଗୀୟ ମନ୍ତ୍ରୀ  ଉତ୍ତର  ରଖନ୍ତୁ । 7 ଡିସେମ୍ବର  2017 ରେ  ତତ୍କାଳୀନ ବାଚସ୍ପତି  ପ୍ରଦୀପ କୁମାର ଅମାତଙ୍କ  ଅଧ୍ୟକ୍ଷତାରେ ଏକ  ସର୍ବଦଳୀୟ କମିଟି  ଗଠନ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ଏକ  ସର୍ବଦଳୀୟ କମିଟି  ଗଠନ ହୋଇଥିଲା । କଣ  ସବୁ  ନିଷ୍ପତ୍ତି  ହୋଇଥିଲା , କେବେ  ଏହି  କମିଟି ର  ବୈଠକ  ବସିଥିଲା ।ବିଭାଗୀୟ ମନ୍ତ୍ରୀ  ଉତ୍ତର  ରଖନ୍ତୁ,ଜଳ  ଟ୍ରିବୁନାଲ  ପାଇଁ  5 ଜାଣିଆ କମିଟି  ଗଠନ ହୋଇଥିଲା । ଏଥିପାଇଁ  କେତେ  ଅର୍ଥ  ଖର୍ଚ୍ଚ  ହୋଇଛି ଟ୍ରିବୁନାଲ  ତାରିଖ  କାହିଁକି  ବାରମ୍ବାର   ଘୁଞ୍ଚିଯାଉଛି ।