ନବୀନ ଜୀନ୍ଦଲଙ୍କୁ ଭେଟି ଖୁସି ବ୍ୟକ୍ତ କଲେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସଂଦେଓ

0

ଭୁବନେଶ୍ୱର: ନବୀନ ଜୀନ୍ଦଲଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସଂଦେଓ । ଆଜି ସେ ଲୋକସେବା ଭବନରେ ତାଙ୍କୁ ଭେଟିଥିବା ତାଙ୍କ ସୋସିଆଲ ମିଡିଆ ସାଇଡରେ ପୋଷ୍ଟ କରିଛନ୍ତି । ସେ ତାଙ୍କ ସହ ଏକ ଫଟୋ ସେୟାର କରି କହିଛନ୍ତି ଜଣେ ଉଲ୍ଲେଖନୀୟ ଶିଳ୍ପପତି , ସମାଜସେବୀ , ରାଜନେତା ଏବଂ କୁରୁକ୍ଷେତ୍ରର ସାଂସଦ ଶ୍ରୀ ନବୀନ ଜିନ୍ଦଲଙ୍କୁ ଭେଟି ଏକ ଅଭୁତ ଆନନ୍ଦ ପାଇଲି ।