ଶ୍ରୀ ଭିଲାସ ସିନ୍ଦେଙ୍କୁ କୃତଜ୍ଞତା ଜଣାଇଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ

0

ନାଶିକ ବିମାନବନ୍ଦରରେ ସହାଇଡ୍ରୀ ଫାର୍ମର ସିଏମ୍ଡି ତଥା ମହାରାଷ୍ଟ୍ରର ପ୍ରୋଟୋକଲ ଅଧିକାରୀ ଶ୍ରୀ ଭିଲାସ ସିନ୍ଦେ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ତାଙ୍କର ଆତିଥ୍ୟତା ଓ କୃତଜ୍ଞତାର ପ୍ରଶଂସା କରିଛନ୍ତି କେଭି ସିଂ ଦେଓ । ଏହା ସହ ଏକ ଫଳପ୍ରଦ ଆଲୋଚନା ଏବଂ ଉନ୍ନତିକରଣରେ ଭବିଷ୍ୟତରେ ସହଯୋଗ ପାଇଁ ଆଶା ରହିଛି ।