ଗୃହରେ ହିନ୍ଦୀ କହିବାକୁ ନେଇ ବିଧାୟକ ଫକୀର ମୋହନ ନାୟକଙ୍କୁ ତାଗିଦ କଲେ ଉପବାଚସ୍ପତି

0

ଭୁବନେଶ୍ୱର: ବିଧାନସଭାରେ ହିନ୍ଦୀରେ କହିବାକୁ ଉପବାଚସ୍ପତିଙ୍କ ବାରଣ । ସ୍ୱାସ୍ଥ୍ୟ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ତେଲକୋଇ ବିଧାୟକ ଫକୀର ମୋହନ ନାୟକଙ୍କୁ ତାଗିଦ କଲେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ । ଗୃହରେ ହିନ୍ଦୀ ଭାଷାରେ ବିବୃତି ରଖୁଥିଲେ ଫକୀର ମୋହନ ତେଣୁ ତାଙ୍କୁ ଓଡିଆରେ କହିବାକୁ ପରାର୍ମଶ ଦେଲେ ଉପବାଚସ୍ୱତି ।