କଣିହାଁ: ପୁଣି କଣିହାଁ ପୋଲିସକୁ ସଫଳତା । ହଜାର କିଲୋ ମହୁଲ ପୋଚ ନଷ୍ଟ କରିବା ସହଦେଶୀ ମଦ ରନ୍ଧା ସାମଗ୍ରୀ ଜବତ ହୋଇଛି । ସୂଚନା ଅନୁଯାୟୀ, କଣିହାଁ ବ୍ଲକ ଅନ୍ତର୍ଗତ ମହିନୀପାଳ ଟିକିରାନଦୀ କୂଳ ଉଞ୍ଚବାଲି ଠାରେ କଣିହାଁ ଥାନା ଆଈ ସି ମୋନଜ କୁମାର ପ୍ରଧାନଙ୍କ ନିର୍ଦ୍ଧେଶ କ୍ରମେ ଡେରଙ୍ଗ ଫାଣ୍ଡି ଏସ ଆଈ ଦୁର୍ୟ୍ୟଧନ ମହାନନ୍ଦିଆ ଅତ୍ରକିତ ଚଢ଼ାଉ କରି ହଜାର କିଲୋ ମହୁଲ ପୁଚ ନଷ୍ଟ କରିବା ଜଣାପଡୁଛି । ଏହିପରି ବେଆଇନ ମଦ କେମିତି ସମ୍ପୂର୍ଣ ବନ୍ଦ ହୋଇପାରିବ କଣିହାଁ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।