ବ୍ରହ୍ମଗିରି / ସୁଜିତ ସାହୁ: ଆଜି ବ୍ରହ୍ମଗିରିର ଅଧିଷ୍ଠାତ୍ରୀ ଦେବି ମାଁ ହେଙ୍ଗୁଳାଙ୍କ ଫିଠରେ ଆୟୋଜିତ ହୋଇଛି ହେଙ୍ଗୁଳା ଯାତ୍ରା ଓ ବିଶ୍ୱଶାନ୍ତି ମହାଯଜ୍ଞ, ଏଥିପାଇ, ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକରପୁର ସ୍ଥିତ ମାଁ ହେଙ୍ଗୁଳାଙ୍କ ପିଠ। ଶହଶ୍ରାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ଅଗ୍ନୀ ସ୍ବରୁପା ମାଁ ହେଙ୍ଗଳା ଦେଉଛନ୍ତି ଦର୍ଶନ । ହୁଳହୁଳି ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଛି ପୁରା ପରିବେଷ। ଜଗତଜନନୀ ମାଁ ହେଙ୍ଗୁଳାଙ୍କ ୫ଦିନ ଧରି ଚାଲିଥିବା ଏହି ଦୁର୍ଲଭ ହେଙ୍ଗୁଳା ଯାତ୍ରା ପାଇଁ ଦୁରଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟୁଥିବା ଦେଖିବାକୁ ମୀଳିଛି।