ଭୁବନେଶ୍ୱର:ମୁଁ ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ଥିଲି । ଯେତବେଳେ ଉପନିର୍ବାଚନ ଚାଲେ ଆମର ସନ୍ଧ୍ୟା ବେଳେ ପାର୍ଟି ର ରଣନୀତି ବିଷୟ ରେ ଆଲୋଚନା ହୁଏ । ସେହି ଆଲୋଚନା ବେଳେ ସ୍ବର୍ଗତ ନବ କିଶୋର ଦାସ କହିଥିଲେ ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟ ମିଶ୍ର ତାଙ୍କୁ ଧମକ ଦେଉଛନ୍ତି ପଦ୍ମପୁର ଉପନିର୍ବାଚନ କୁ ନ ଆସିବା ପାଇଁ । ପଦ୍ମପୁର ଉପନିର୍ବାଚନ ରୁ ଦୁରେଇ ରହିବା ପାଇଁ । ଏବଂ ସେତବେଳେ ସେ କହିଥିଲେ ମୁଁ କାହାକୁ ଡରେ ନାହିଁ ଏବଂ ସେ ନିର୍ବାଚନ ର ଦାୟିତ୍ୱ ନେଇଥିଲେ ତାଙ୍କ ନେତୃତ୍ୱ ରେ ଉପନିର୍ବାଚନ ଫଳାଫଳ ଭଲ ହୋଇଥିଲା । କୋଉଠି ନା କୋଉଠି ଜୟନାରାୟଣ ମିଶ୍ର ଏବଂ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସମ୍ପୃକ୍ତି ସଂନ୍ଦେହେ ଘେରରେ ରହୁଛି । ଏବଂ ଜୟନାରାୟଣ ମିଶ୍ର ଯାହାଙ୍କ ନାମରେ 16 ଟି ଅପରାଧିକ ମାମଲା ରହିଛି । ପବ୍ଲିକ ପ୍ଲେସ ରେ ଅଣ ଡିଉଟି ପୋଲିସ ଅଫିସର ଙ୍କୁ ଆକ୍ରମଣ କରିବାକୁ ପଛାଉନାହାନ୍ତି । ନିଶ୍ଚିତ ଭାବରେ ଏହା ସଂନ୍ଦେହେ ଘେରରେ ରହିଛି । ବହୁତ ଯୁବ ବିଧାୟକ ବିଧାନସଭା କୁ ଆସିଛନ୍ତି । ବିରୋଧୀ ଦଳ ନେତା ଙ୍କ ଠାରୁ ଶିଖିବାର ଥାଏ ଲିଡର କିଛି ପଜେଟିଭ ଜିନିଷ ନୁହେଁ ଖାଲି ନେଗେଟିଭ ଜିନିଷ ଶୋ କରୁଛନ୍ତି । ତାହା ଆମ ୟଙ୍ଗର ଜେନେରସନ ପାଇଁ ବହୁତ ବାଧା ଦେଉଛି ।
ବାଇଟ -ରୁଦ୍ର ମହାରଥୀ, ବିଧାୟକ