ରକ୍ତହୀନତା, ଅପପୃଷ୍ଟିକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର : ମହିଳା ସଶକ୍ତିକରଣ କହୁଛନ୍ତି ହେଲେ ମହିଳାଙ୍କ ବିକାଶ ହେଉନି । ଯୁବ ମୋର୍ଚ୍ଚ ସଦସ୍ୟ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ । ଓଡିଶାରେ ୬୪% ଛୁଆ ୬୨%ମା ରକ୍ତ ହୀନତାର ଶିକାର ହେଉଛନ୍ତି । ବାଳିକା ଝିଅ ଛୁଆଙ୍କ ବିଷୟ ଚିନ୍ତାର ବିଷୟ । ଯେଉଁ ବନ୍ଧୁ ମାନେ ଶାସନ ଦାୟିତ୍ୱ ରେ ଅଛନ୍ତିସେମାନେ ଆତ୍ମାସମୀକ୍ଷା କରିବା ଦରକାର । ଏଟା କଣ ୨୩ ବର୍ଷ ଶାସନର ଉପଲବ୍ଧି କି ? ଖଜୁରି ଗଛର କି ଗୁଣ ଗାଇବି ମୁଳୁରୁ ପାହାଛ ପାହାଛ । ମନ୍ତ୍ରି ଙ୍କ ନା ରେ ବିଧାୟକ ନା ରେ ଝିଅ ଟୁଇଟ କରୁଛନ୍ତି ।  ମନ୍ତ୍ରି ଙ୍କ ପ୍ରତାରଣାର ଭିଡିଓ ବୁଲୁଚି । ମହିଳା ଆତ୍ମହତ୍ୟା କରିବାକୁ କହୁଛନ୍ତି । ତେଣୁ ସରକାର ଙ୍କ ମୋଟିଭ ଭୁଲ ବାଟରେ ଅଛି । ଓଡ଼ିଶାର ପୋଲିସ ଡିଜି ଆଉ ୪ ରୁ ୫ ବଡ଼ ବଡ଼ିଆ ପୋଲିସ ଅଫିସର ଦୁଧିଆଳୀ କାମରେ ଅଛନ୍ତି । ଏମିତି ଅନେକ କଥା ଏବଂ ରକ୍ତହୀନତା, ଅପପୃଷ୍ଟିକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ଶାସନ ଦାୟିତ୍ୱର ୨୩ ବର୍ଷ କଲେ ମୁଖ୍ୟମନ୍ତ୍ରୀ । ଏତେ ଲମ୍ବା ସମୟ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଏ ଦାୟିତ୍ୱ ମିଳିନି ।

କିନ୍ତୁ ୨୩ ବର୍ଷ ଭିତରେ ତଥା କଥିତ ବିକାଶ ଆଢୁଆଳରେ ଶାସନ ଦାୟିତ୍ୱରେ ଏଭଳି ପରିସ୍ଥିତି କୁଚିତ ଭାବରେ ହେଇଥିବ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଜେପିର ଯୁବ ମୋର୍ଚ୍ଚା କାର୍ୟ୍ୟକର୍ତ୍ତା ମାନେ ଆନ୍ଦୋଳନ କଲେ । ମୋ ଦଳର କାର୍ୟ୍ୟକର୍ତା ହିଂସା କରିବା ମୁଁ ବାରଣ କରିଛି । କ୍ୟାମେରା ଭିତରେ ସେ ଦିନର ସେସବୁ ଦେଖିଛନ୍ତି । ପୋଲିସ ବେଶରେ ନଥାଇ ଆନ୍ଦୋଳନ କଲା କଲାବେଳେ ଜୋତା ମାରିବା ସମସ୍ତେ ଦେଖୀଲେ । ବିଜେପି କାର୍ଯ୍ୟକର୍ତା ୩୦୭ ଧାରାରେ ଜେଲ ପଠାଯାଇଛି । କିଛି ଦିନ ତଳେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଘଟଣା ଘଟିଥଲା । ଏବିଭିପି ସଦସ୍ୟ ଆଜି ବି ଜେଲ ରେ । ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଆପଣଙ୍କ ଜେଲ କମ ପଡ଼ିଯିବ । ପୋଲିସ ମାଧ୍ୟମରେ ନାଲି ଆଖି ଦେଖେଇବାକୁ ନ ଡରି ଆଗକୁ ଲଢେଇ ହେବା । ପ୍ରାୟୋଜିତ ବଡ ବଡ଼ିଆ ସାଙ୍ଗରେ ରଖି ଶାସନ କରୁଛନ୍ତି । ଜେଲ କମ ପଡିବ । ଯେଉଁ ପ୍ରଶ୍ନ ଉଠିଛି ଉତ୍ତର ଆପଣଙ୍କୁ ଦେବାକୁ ପଡିବ । କୋଟି କଚେରୀ କରିକି ଗଣତନ୍ତ୍ର କଣ୍ଠରୋଧ କରିବାକୁ ଚାଁହୁଚନ୍ତି, ତାକୁ ମୁ ଧନ୍ୟବାଦ ଦେଉଛି ।

ମହିଳା ସଶକ୍ତିକରଣ କହୁଛନ୍ତି ହେଲେ ମହିଳାଙ୍କ ବିକାଶ ହେଉନି । ଓଡିଶାରେ ୬୪% ଛୁଆ ୬୨%ମା ରକ୍ତ ହୀନତାର ଶିକାର ହେଉଛନ୍ତି । ବାଳିକା ଝିଅ ଛୁଆଙ୍କ ବିଷୟ ଚିନ୍ତାର ବିଷୟ । ଏଗୁଡ଼ାକ ଓଡ଼ିଶାର ସ୍ୱାସ୍ଥ୍ୟ ରିପୋର୍ଟକୁ କହୁଛି । ଯେଉଁ ବନ୍ଧୁ ମାନେ ଶାସନ ଦାୟିତ୍ୱ ରେ ଅଛନ୍ତିସେମାନେ ଆତ୍ମାସମୀକ୍ଷା କରିବା ଦରକାର । ଏଟା କଣ ୨୩ ବର୍ଷ ଶାସନର ଉପଲବ୍ଧି କି । ଖଜୁରି ଗଛର କି ଗୁଣ ଗାଇବି ମୁଳୁରୁ ପାହାଚ୍ଛ ପାହାଚ୍ଛ । ଶାସନ ଦାୟିତ୍ୱ ରେ ଥିବା ବନ୍ଧୁ ଙ୍କ ଭୂମିକା ଅଧିକ । ଯେ ପର୍ୟ୍ୟନ୍ତ ଅଛନ୍ତି ଦାୟିତ୍ୱ ନିଅନ୍ତୁ । ଆପଣ ଗୃହ ବିଭାଗ ଦାୟିତ୍ୱ ରେ ଅଛନ୍ତି । ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରସଙ୍ଗରେ ଧମେନ୍ଦ୍ର କହିଛନ୍ତି ବିରୋଧୀ ଦଳ ନେତା ତଥ୍ୟ ଦେଲେ । ମନ୍ତ୍ରି ଙ୍କ ନା ରେ ବିଧାୟକ ନା ରେ ଝିଅ ଟୁଇଟ କରୁଛି । ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନି । କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା । ବିଧାୟକଙ୍କ ନାଁରେ ମହିଳା ଟୁଇଟ କରୁଛି । ଭିଡିଓ ବୁଲୁଚି ମନ୍ତ୍ରି ଙ୍କ ପ୍ରତାରଣାର । ମହିଳା ଆତ୍ମହତ୍ୟା କରିବାକୁ କହିଥିଲେ । ତେଣୁ ମୋଟିଭ ସରକାର ଙ୍କ ଭୁଲ ବାଟରେ ଅଛି । ଓଡ଼ିଶାର ପୋଲିସ ଡିଜି ଆଉ ୪ ରୁ ୫ ବଡ଼ ବଡ଼ିଆ ପୋଲିସ ଅଫିସର ଦୁଧିଆଳୀ କାମରେ ଅଛନ୍ତି । ଏହାର କ୍ଷତି ଆଗକୁ ଆସିବ, law ନେସ ସିଷ୍ଟମ ଆସିଛି ।