ଧର୍ମେନ୍ଦ୍ରଙ୍କ କାଉଣ୍ଟର ସସ୍ମିତଙ୍କ ଉତ୍ତର

0

ଭୁବନେଶ୍ୱର: ଆଇନଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର ପରେ ବିଜେଡିର ଜବାବ୍ । ବିଜେଡ଼ି ସାଂସଦ ସସ୍ମିତ ପାତ୍ର କହିଲେ, ନିଜର ରାଜନୈତିକ ଉଦ୍ଦେଶ୍ୟ ପାଇଁ ଓଡ଼ିଶାକୁ ଲଜ୍ଜିତ କରନ୍ତୁ ନାହିଁ । ଶାନ୍ତି ପ୍ରିୟ ଓଡିଶାକୁ ଆଇନ ବିହୀନ ଦର୍ଶାଇବା ରାଜ୍ୟ ବାସୀଙ୍କୁ ଲଜ୍ଜିତ କରିଛି । ଏବେ ପର୍ଯ୍ୟନ୍ତ ଆପଣ ଆଇନ ଶୃଙ୍ଖଳା ଓ ଅପରାଧ ବିଷୟରେ ଅବଗତ ନାହାନ୍ତି ।