ଭୁବନେଶ୍ୱର: EOW ଜାଲରେ ବଡ ଧାରଣର ଡିଜିଟାଲ ଠକେଇ ନେଟୱର୍କ । ମାରାଥନ ଡିଜିଟାଲ ହୋଲ୍ଡିଂଗ୍ସ ନାମକ ଏକ ୱେବସାଇଟ ଜରିଆରେ ଜମାକାରୀଙ୍କୁ ଲୋଭନୀୟ ଆଫର ଦେଇ ଠକୁଥିଲେ କ୍ଷ ୧ ହଜାର ଟଙ୍କା ବିନିଯୋଗ କଲେ ୨ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଲାଭ ମିଳିବ ବୋଲି ଜମାକାରୀଙ୍କ କହୁଥିଲେ । ଆମେରିକାରେ ତିଆରି ହୋଇଥିବା ଏହି ୱେବସାଇଟ ହଂକଂରୁ ଅପରେଟ ହେଉଥିଲା କ୍ଷ ଭିନ ଉପାୟରେ ଲୋକଙ୍କୁ ଠକୁଥିଲା ଏହି ନକଲି ୱେବସାଇଟ । ଜମାକାରୀଙ୍କ ୟୁଟୁବରେ ଫେକ ୱେବସାଇଟ ଦ୍ୱାରା ତିଆରି ହୋଇଥିବା ଭିଡିଓକୁ ପ୍ରଥମେ ଲାଇକ କରିବାକୁ କୁହାଯାଉଥିଲା । ଟାସ୍କ ପରେ ଏହାର ସ୍କ୍ରିନସଟକୁ ଟେଲିଗ୍ରାମ ମାଧ୍ୟମରେ ସେମାନଂକୁ ପଠେଇବାକୁ କୁହାଯାଉଥିଲା । ବିଭିନ ସମୟରେ ଜମାକାରୀ ପଠେଇଥିବା ଟଙ୍କା ଗୁଡିକ ସେଲ କମ୍ପାନୀର ନକଲି ଆକାଉଣ୍ଟରେ ଜମା ହେଉଥିଲା କ୍ଷ ୧୧.୯୧ ଲକ୍ଷ ସହିତ ୩୯.୧୧ କୋଟି ଟଙ୍କା କାରବାରହୋଇଥିଲା । ଯାହା କେବଳ, EOW ଦ୍ୱାରା ଫ୍ରିଜ୍ ହୋଇଥିଲା । ଏହି ଖାତାଗୁଡ଼ିକର ଅଧିକାଂଶରୁ ୩ ଟି ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଐଊୠଉ ବ୍ୟାଙ୍କ ସହିତ ଅଧିକ ହୋଇଥିଲା ପରିଚାଳିତ ଯେଉଁଥିରେ ମୋଟ କାରବାର ଅଧିକ ଥିଲା ।