ବିନିକା ବ୍ଳକର ଜୁଲୁଣ୍ଡା ବଜାର ପାଖ କେନାଲରେ ପଡିଛି ଦିଲିପ ପ୍ରଧାନଙ୍କ ମୃତଦେହ

0

ସୁବର୍ଣ୍ଣପୁର ; ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ବ୍ଲକ ର ଜୁଲୁଣ୍ଡା ବଜାର ପାଖର କେନାଲ ଦେଖିବାକୁ ମିଳିଛି ପ୍ରଧାନଙ୍କମୃତ୍ୟୁଦେହ ।ସୂଚନା ମୁତାବକ ଦିଲିପଙ୍କ ମୁଣ୍ଡ ଫାଟି ଗଭୀର ଆଘାତ ହୋଇଛି । ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି । ତେବେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଲଚ୍ଛୀପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ । ପୋଷ୍ଟମର୍ଟମ ପରେ କେମିତି ମୃତ୍ୟୁ ହେଲା ତାହା ଜଣାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।