ଭୁବନେଶ୍ୱର: ସହରାଞ୍ଚଳରେ ଲୋକମାନେ ଯେଉଁ ବସ୍ତି ସ୍ଥାପନ କରି ରହୁଛନ୍ତି । ଯେଉଁମାନେ ସ୍ଥାଇ ବାସିନ୍ଦା ତାଙ୍କର ମୌଳିକ ଆବଶ୍ୟକତାକୁ ପୁରାଣ କରିବା ପାଇଁ ମୁନିସିପାଲିଟି କର୍ପୋରେସନ, ଭୁବନେଶ୍ୱର ମହା ନଗର ନିଗମ କିମ୍ବା ରାଜ୍ୟର ଅନ୍ୟ କର୍ପୋରେସନ କୁ ନେଇ ଆଲୋଚନା ହୋଇଥିବା କହିଛନ୍ତି ବିଧାୟକ ଅମର ଶତପଥି । । ଯେହେତୁ ୱାଟର ବଡି ଅଛି ପରିବେଶ ଗୋଟେ ମୁଖ୍ୟ ସମସ୍ୟା ହୋଇଛି ତେଣୁ ୱାଟର ବଡିର ରେଭୁଲେସନ କେମିତି ହେବ ସେ ବିଷୟରେ ଆଲୋଚନା ହେଲା ଖୁବ ଶୀଘ୍ର କାର୍ୟ୍ୟ ଆରମ୍ଭ ହେବ । ସହରାଞ୍ଚଳ ରେ ଡ୍ରେନ ଓ ସ୍ୱରାଜ ସମସ୍ୟା ଗୋଟେ ମେଜର ସମସ୍ୟା ଏହି ସବୁ ବିଷୟ ରେ ଆଲୋଚନା ହୋଇଛି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥି ।