ପୁଣି ରାଜା ରାସ୍ତାକୁ ଓହ୍ଲାଇବେ ଡ୍ରାଇଭର ମହାସଂଘ ଓଡିଶା By Chinmayee Swain On Jun 9, 2025 0 Share ଭୁବନେଶ୍ୱର-: ପୁଣି ରାଜା ରାସ୍ତାକୁ ଓହ୍ଲାଇବେ ଡ୍ରାଇଭର ମହାସଂଘ । ଓଡିଶା ଡ୍ରାଇଭର ଓ ଏକତା ମଞ୍ଚ ପକ୍ଷରୁ ପୁଣି ଆନ୍ଦୋଳନ ଡାକରା ଦିଆଯାଇଛି । ୬ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଲା ଡ୍ରାଇଭର ଏକତା ମଞ୍ଚ । ଦାବି ନଶୁଣିଲେ ଜୁଲାଇ ୮ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ ହେବ । DraiverprotestTruck Strick 0 Share FacebookTwitterGoogle+ReddItWhatsAppPinterestEmail