ଦୁଲୁକୁଛି ସଇଁନ୍ତଲା ମାଁ ଚଣ୍ଡେଶ୍ବରୀ ଳୋକ ମହୋତ୍ସବ  

0

ଟିଟିଲାଗଡ / ପ୍ରଶାନ୍ତ କୁମାର ମେହେର : ବଲାଙ୍ଗୀର ଜିଲ୍ଲା ସଇଁନ୍ତଳାସ୍ଥିତ ଡାକ ବଙ୍ଗଳା ଠାରେ  ବିବେକାନନ୍ଦ ପାଠାଗାର ଆନୁକୂଳ୍ଯରେ ମାଁ ଚଣ୍ଡେଶ୍ୱରୀ  ଳୋକ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ।  ଉକ୍ତ କାର୍ଯ୍ୟକ୍ରମ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା  ବେଲେ  ଭିମସେନ ସ୍ବାଇଁ ସଭାପତିତ୍ବ କରିଥିଲେ ।  ଉକ୍ତ କାର୍ଯ୍ୟକ୍ରମ ରେ   ପୂର୍ବତନ ଜଙ୍ଗଲ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଳକ୍ଷ୍ମଣ ମେହେର,  ସଇଁନ୍ତଲା  ଥାନା ଅଧିକାରୀ ଶୁଶାନ୍ତ ବଢ଼େଇ ,ପ୍ରମୋଦ କୁମାର ରଥ। ମଞ୍ଚାସିନ ଥିବା ବେଲେ   ଦୁଲୁଦୁଲୀ , ସମ୍ବଲପୁରୀ ନୃତ୍ଯ ପରିବେଷଣ ହେବା ସହ   ସମସ୍ତ  ସାମ୍ବାଦିକ  ଓ  ବିଭିନ୍ନ କଳାକାର ମାନଙ୍କୁ ପୁରସ୍କୃତ କରାଯାଇଥିଲା ।