ବ୍ୟୁରୋ : ଭୁକମ୍ପର ଥରିଲା ନ୍ୟୁଜିଲାଣ୍ଡ | ନ୍ୟୁଜିଲାଣ୍ଡର ସମୟ ଅନୁସାରେ ୧୫ ଫେବୃୟାରୀ ୧୨ଟା ୮ ମିନିଟ୍ରେ ଆସିଥିଲା ଭୂମିକମ୍ପ | ଏହାର କେନ୍ଦ୍ର ଭୂମି ଭିତରେ ୭୪.୩ କିଲୋମିଟର ଗଭୀରରେ ଥିଲା। ତେବେ ପୂର୍ବରୁ ତୁର୍କୀ ଏବଂ ସିରିୟାରେ ବଡ଼ ଧରଣର ଭୂମିକମ୍ପ ଯୋଗୁ ଅନେକ କ୍ଷତି ହୋଇଛି | ଅଭୁ ବର୍ଷ ତଳକୁ ଚାଲିଯାଇଛି ଦୁଇ ଦେଶ | ହଜାର ହଜାର ଲୋକଙ୍କ ମୃତ୍ୟ ହୋଇଥିବା ବେଳେ ଧ୍ବଂସ ହୋଇଛି ଅନେକ ଅଟାଳିକା | ଏହା ପୂର୍ବରୁ ଆହୁରି ନାଏକ ଜାଗାରେ ବଡ ବଡ ଭୂମିକମ୍ପ ହୋଇଛି | ତେବେ ଏହି ନ୍ୟୁଜିଲାଣ୍ଡରେ ହୋଇଥିବା ଭୂମିକମ୍ପରେ ଭୟବିତ୍ତ ବିଶ୍ୱ ବସି |