ଶିକ୍ଷା ବ୍ୟବସ୍ଥାକୁ ନେଇ ବିଜେପିର ପ୍ରଶ୍ନ

0

(ତ୍ରିଲୋଚନ ରାଉତ) ଭୁବନେଶ୍ୱର: ଓଡିଶାର ଶିକ୍ଷା ବ୍ୟବସ୍ଥାକୁ କେନ୍ଦ୍ର କରି ବିଜେଡି ଉପରେ ବର୍ଷିଛି ବିଜେପି । ସାମ୍ବିଧାନିକ ବିଧି ଅନୁଯାୟୀ ୩୦ ଜଣ ପିଲାଙ୍କୁ ଜଣେ ଶିକ୍ଷକ ନିଯୁକ୍ତ ହେବେ । କିନ୍ତୁ ୬୬ ଭାଗ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ରହିଛି ।ପିଲାଙ୍କୁ ଶିକ୍ଷା ପରି ମୌଳିକ ଅଧିକାରରୁ ବଞ୍ôଚତ କରାଯାଉଛି । ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି ବୋଲି ବିଜେପି ମୁଖପାତ୍ର ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।