ପୌର ନିର୍ବାଚନ ସ୍ଥାନ ସଂରକ୍ଷଣରେ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ

0

(ରିପୋର୍ଟସ ଟୁଡେ): ପୌର ନିର୍ବାଚନରେ ପୂର୍ବରୁ ହାଇକୋର୍ଟ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତ ଟପିବ ନାହିଁ ବୋଲି ନିର୍ଦ୍ଦଶ ଦେଇଥିଲେ କିନ୍ତୁ ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ମାମଲାରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସଂରକ୍ଷଣକୁ ୬୫ ପ୍ରତିଶତକୁ ବୃଦ୍ଧି କରାଯାଉ ବୋଲି ସୁପ୍ରୁମକୋର୍ଟ ଯାଇଥିଲେ । କିନ୍ତୁ ପୌର ନିର୍ବାଚନ ସଂରକ୍ଷଣ ୫୦ ପ୍ରତିଶତ ଟପିବ ନାହିଁ ବୋଲି ନିର୍ଦ୍ଦଶ ଦେଇଛନ୍ତି ସୁପ୍ରିମକୋର୍ଟ । ତାହାଲେ ଆସନ୍ତୁ ଶୁଣିବା କ’ଣ ପ୍ରତିକ୍ରିୟା ରଖିଛନ୍ତି ବିରୋଧି ଦଳ ନେତା ନରସିଂହ ମିଶ୍ର ।