ଗାଁ ରେ ଛୁଆ ହାତୀ

0

(ସର୍ବେଶ୍ୱର ପାତ୍ର /କାମାକ୍ଷାନଗର ) : ଛୁଆ ହାତୀକୁ ଛାଡି ପଳାଇଗଲେ ହାତୀପଲ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ପରଜଙ୍ଗ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସ୍କେସନ ବାଇଗିଣିଆ ଗ୍ରାମରେ। ଛୁଆ ହାତୀକୁ ଛାଡି ପଳାଇଛନ୍ତି ହାତୀ ପଲ। ପରେ ଗ୍ରାମବାସୀ ହାତୀ ଛୁଆ କୁ ଉଦ୍ଧାର କରିଛନ୍ତି। ଛୁଆ ହାତୀଟି ଚଲାବୁଲା କରୁଛ। ତେବେ କାହିଁକି ହାତୀପଲ ଛୁଆ ହାତୀକୁ ଛଡି ପଳାଇଗଲେ ତାହାର ସଠିକ କାରଣ ଜଣାପଡିନି।