ଛତିଶଗଡରେ ଏନକାଉଣ୍ଟର : ୧୨ ମାଓବାଦୀ ନିପାତ

0

ଛତିଶଗଡରେ : ୧୨ ମାଓବାଦୀ ନିପାତ । ମାଓ ଦମନ ନେଇ ବଡ ଅଭିଯାନ ଆରମ୍ଭ କରିଛନ୍ତି ଯବାନ । ସେଥିରେ ୧୨ ମାଓବାଦୀ ନିପାତ ହୋଇଛନ୍ତି । ଛତିଶଗଡରେ ଏନକାଉଣ୍ଟରରେ ଟଳିଛନ୍ତି ୧୨ ମାଓବାଦୀ । ବିଜାପୁର ଓ ସୁକମା ଜିଲ୍ଲାରେ ବଡ ଧରଣର ଏନକାଉଣ୍ଟର । ଏବେବି ସର୍ଚ୍ଚ ଅପରେସନ୍ ସହ ଗୁଳି ବିନିମୟ ଜାରି ରହିଛି ।