ରାଜାଙ୍କ ସହଯୋଗୀ ସୁଶାନ୍ତ ସାମଲ ଙ୍କୁ ଗିରଫ କଲା EOW

0

ଭୁବନେଶ୍ୱର;ରାଜାଙ୍କ ସହଯୋଗୀ ସୁଶାନ୍ତ ସାମଲ ଙ୍କୁ ଗିରଫ କଲା ଇଓଡବଲୁ । ସୁଶାନ୍ତକୁ କେଉଁଝରରୁ ଗିରଫ କରାଯାଇଥିବା ସୁଚନା ଦେଲେ ଇଓଡବଲୁ ଏସପି । ଅନ୍ୟପଟେ ରାଜା ଚକ୍ରକୁ ୩ ଦିନ ପାଇଁ ରିମାଣ୍ଡରେ ଆଣିଛି EOW ।  ବୁଧବାର ରାଜାକୁ ରିମାଣ୍ଡରେ ଆଣି EOW  କାର୍ଯ୍ୟାଳୟରେ ଚାଲିଛି ମାରାଥନ ଜେରା । ସେପଟେ ରାଜା ଚକ୍ରର ୭ ଗୋଟି ଠିକଣା ଉପରେ ଚଢାଉ କରିଛି ଆୟକର ବିଭାଗ। କେନ୍ଦୁଝର ଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି ।