ଭୁବନେଶ୍ୱର: ବିପର୍ଯୟ ପରିଚାଳନା ମନ୍ତ୍ରୀ ଭାବେ ମୋ ଦାୟିତ୍ୱ | ନିଆରା ଅନୁଭୂତି ମୋ ପାଇଁ | ସମସ୍ତ ଙ୍କ ସହ ବୈଠକ କରିଛି | ଚେହେରା ଚାପ ମୁକ୍ତ ହୋଇଛି | ଓଡ଼ିଶା ବାସୀଙ୍କ ବିଜୟ ହେଲା | ବିରୋଧୀ ଦଳ ଭାବରେ ଓଡ଼ିଶା ପୋଲିସ ର ଚେହେରା ଦେଖିଥିଲି ଏବେ ପୋଲିସ ପ୍ରତି ସମ୍ବେଦନଶୀଳ ଆସିଲା ଗୋଟେ ମଣିଷ ପ୍ରେମୀ ଚେହେରା ଦେଖିଲି | ରାସ୍ତା ସଫା ସରିଲାଣି | 4 ଘଣ୍ଟା ଭିତରେ ରାସ୍ତା ସଫା ସରିଲାଣି | ଟେଲିକମ ର କୌଣସି ଅଭିଯୋଗ ଆସିନାହିଁ | କିଛି ଜାଗାରେ ତାର ଛିଣ୍ଡିଯିବା ଯୋଗ୍ୟ ବିଦ୍ୟୁତ ବ୍ୟାଘାତ ହେଇଛି | ସୂର୍ଯ୍ୟାସ୍ତ ପୂର୍ବରୁ ବିଦ୍ୟୁତ ସଂଯୋଗ ହେବ | 16 ସହ ମା ମାନେ ପ୍ରସବ କଲେ 13 ଜଣ ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି | ଭାରତ ବର୍ଷ ରେ ବଡ଼ 6 ଲକ୍ଷ ରୁ ଅଧିକ ଙ୍କୁ ସ୍ଥାନାନ୍ତରିତ କରିଛୁ | ଏବେ ମଧ୍ୟ ଖାଲୁଆ ଜାଗାରେ ପାଣି କାଟିନି ଯେଉଁମାନେ ରିଲିଫ ସେଣ୍ଟର ରେ ରହିବା ପାଇଁ ଚାହିଁବେ ରହିପାରିବେ ରନ୍ଧା ଖାଦ୍ୟ ଦିଆଯିବ | ଯେଉଁମାନେ ଘରକୁ ଯିବେ ରିଲିଫ ସେଣ୍ଟର ରେ ଜଣାଇ ଯାଇପାରିବେ | ଆଶା ଦିଦି ଶ୍ରାବଣୀ ର କାର୍ଯ୍ୟ କୁ ପ୍ରଶଂସା କଲେ ରାଜସ୍ବ ମନ୍ତ୍ରୀ | ଗୋ ସମ୍ପଦ କୁ ସୁରକ୍ଷା କରିବାରେ ଓଡ଼ିଶା ସରକାର ରେକର୍ଡ କଲେ | ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ପ୍ରଶଂସା କଲେ ମନ୍ତ୍ରି | ଦାନା ର ଅର୍ଥ ଦୟା ବାତ୍ୟା ଓଡ଼ିଶା ପ୍ରତି ସମ୍ବେଦନଶିଳ ଥିଲା | ଅତୀତ ରେ ସଫଳତା ପାଇଛୁ | ଆସନ୍ତକାଲି କ୍ଷେତ୍ର ପରିଦର୍ଶନ କରାଯିବ | 26 ତାରିଖ ରେ ଫିଲଡ଼ ଷ୍ଟାଫ କ୍ଷୟ କ୍ଷତି ଆକଳନ କରିବେ| ଫସଲ ଓ ଘର କ୍ଷୟ କ୍ଷତି ଆକଳନ 7 ଦିନ ଭିତରେ ହେବ | ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି | ଆସନ୍ତାକାଲି ଏରିୟଲ ଭାବେ ପ୍ରାଥମିକ ଆକଳନ କରାଯିବ ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷ ପ୍ରଭାବିତ ହୋଇଛି |