ନୂଆଦିଲ୍ଲୀ: ସେପ୍ଟମ୍ବରର ୨୦୨୩ : ର୍ଭାରତର ଅଗ୍ରଣୀ ସ୍ୱାସ୍ଥୁ ଓ ସ୍ୱଚ୍ଛତା ବ୍ରାଣ୍ଡ ୟୟପ୍ରକା ପ୍ଫାବମସ୍ ଜନ ସ୍ୱାସ୍ଥୁ ସୟରକ୍ଷା ଏବଂ ଗ୍ରାହକଙ୍କ ହତି ରକ୍ଷା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । କମ୍ପାନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ନକଲି ଜଳ ବିଶୋଧକ ବା ୱାଟର ପ୍ୟୁରିଫାଏର ଡଲିର, ସର୍ଭିସ୍ ପ୍ରାର୍ଭାଇଡର ବା ସେବା ଯୋଗାଣକାରୀ ଧକ୍ଷ ର୍ନିମାତା ବିରୋଧରେ ଚଢାଉ କରାଯାଇଛି । ପ୍ର୍ୟାଗାଣକାରୀ ଓ ନିର୍ମାତାଙ୍କ ବିପ୍ରାଧପ୍ର ଚଢ଼ାଉ କରାର୍ୟାଇଛି। ୧୦ଟି ସହରର ରାୟ ୩୦ଟି ସ୍ଥାନପ୍ର ଚଢ଼ାଉ କରାର୍ୟାଇ ଶତାଧିକ ନକଲି ସାମଗ୍ରୀ ଜବତ କରାର୍ୟାଇଛି।
ନକଲି ରସ୍ତୟତକାରୀ ଏବଂ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ୟମୁାନୟଷ୍ଠାନ ପାଇଁ ଦିଲ୍ଲୀ ହାଇକେର୍ଟର ନିର୍ଦେଶ କ୍ରମରେ ବିପୁଳ ପରିମାଣହେର ନକଲି ଉତ୍ପାଦକୁ ଜବତ କରାଯାଇଛି । ଏଥିରେ ସ୍ଥାନୀୟ କମିଶନର ଓ ପୁଲିସ ପ୍ରମୁଖ ଭୁବିକା ଗ୍ରହଣ କରିଥିିଲେ ।