ବାଣ କାରଖାନାରେ ବିସ୍ଫୋରଣ: ୬  ଜଣଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ : ଚେନ୍ନାଇର ଏକ ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ୬  ଜଣଙ୍କ ମୃତ୍ୟୁ ହୋଇଛି । ବୀରୁଧୁନଗର ଜିଲ୍ଲା ସତୁର ଅଞ୍ଚଳରେ ଥିବା  କାରଖାନାରେ ବିସ୍ଫୋରଣ ହୋଇଛି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଉଦ୍ଧାର ପାଇଁ ଉଦ୍ୟମ  ଜାରି ରହିଛି । ବିସ୍ଫୋରଣରେ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।