ଖଣ୍ଡପଡା; ବାଣ ତିଆରି ବେଳେ ବିସ୍ଫୋରଣ ।ଖଣ୍ଡପଡାରେ ବାଣ ତିଆରି ବେଳେ ବିସ୍ଫୋରଣ, ଜଣେ ଗୁରୁତର । ନୟାଗଡ଼ ଜିଲ୍ଲା ଫତେଗଡ ଥାନା ତରବାଲୋ ଗାଁରେ ବିସ୍ଫୋରଣ ।ତାଙ୍କ ଦେହର ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ନୟାଗଡ ମେଡିକାଲରେ ଭର୍ତ୍ତି ।ତାଙ୍କ ଦେହର ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡିଛି । ଏହି ବାଣ ବିସ୍ପୋରଣରେ ତାଙ୍କର ଘର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି ।