ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଲବଙ୍କ ନାଁରେ ଏତଲା । ପ୍ରେମିକାଙ୍କ ଆତ୍ମହତ୍ୟା ପରେ ବିବାଦ ଘେରକୁ ଆସିଛନ୍ତି ଜଣାଶୁଣା ୟୁଟ୍ୟୁବର ହାଂସଦା । ବେଙ୍ଗାଲୁରୁର ଏଚ.ଏସ ଆର ଲେ ଆଉଟ୍ ପୋଲିସ ଥାନାରେ ଲବ ବିରୋଧରେ ଏତଲା ।ଲବ ହାଂସଦାଙ୍କ ପ୍ରେମିକା ସୋଲାମୀ ମୁର୍ମୁ ୨ ଦିନ ତଳେ ଆତ୍ମହତ୍ୟା କରିଛନ୍ତି । ଯେଉଁଥିପାଇଁ ଲବ ହାଂସଦାଙ୍କୁ ଦାୟୀ କରିଛନ୍ତି ମୃତ ସୋଲମୀଙ୍କ ଭାଇ ।
ଲବଙ୍କ ପ୍ରେମିକା ଜନେ ବାଇକ ରାଇଡର । ତାଙ୍କ ଘର ବିହାରରରେ ଥିବାବେଳେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଭଉୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ଏହା ଅଭିଯୋଗ ଯେ. ୠବଙ୍କର କୁଆଡେ ଅନେକ ମହିଳାଙ୍କ ସହ ସମ୍ପର୍କ ରହିଛି । ଏହି ଘଟଣାକୁ ନେଇ ପ୍ରେମିକା ପଚାରିବାରୁ ତାଙ୍କୁ ମାନସିକ ନିର୍ଯାତନା । ଏଭଳି ପ୍ରେମିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି? ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବକୁ ଯୋଗାଯୋଗ କରିଥିଲେ ବୋଲି ସୋଲମୀଙ୍କ ଭାଈ କହିଛନ୍ତି ।