ଏସସିବି ମେଡିକାଲରୁ ନିଖୋଜ ହେଲେ ମହିଳା ରୋଗୀ। ପ୍ଲାଷ୍ଟିକ ସର୍ଜରୀ ବର୍ଣ୍ଣ ୱାର୍ଡରୁ ନିଖୋଜ ହୋଇଥିବା ଅଭିଯୋଗ। ନିଖୋଜ ମହିଳା ଜଣକ ହେଲେ ବୌଦ୍ଧ ଜିଲ୍ଲାର ସଂଯୁକ୍ତା ବୁଡେକ୍। ତାଙ୍କ ସ୍ୱାମୀ ଓ୍ବାର୍ଡ ତଳକୁ କୈାଣସି କାର୍ୟ୍ୟରେ ଆସିଥିବା ବେଳେ ସେପଟେ କେଉଁଆଡ଼େ ଚାଲି ଯାଇଥିଲେ ମହିଳା। ଏନେଇ ମହିଳାଙ୍କ ସ୍ବାମୀ ମଙ୍ଗଳାବାଗ ଥାନାରେ ଏତଲା ଦେଲେ । ତେବେମହିଳାଙ୍କ ମାନସିକ ସ୍ଥିତି ଠିକ ନଥିବା କହିଛନ୍ତି ସ୍ୱାମୀ। ୨ ମାସ ତଳେ ମହିଳାଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର ହୋଇଥିଲା।
ନିଖୋଜ ମହିଳାଙ୍କ ସ୍ୱାମୀ, ଗୋପୀନାଥ ବୁଡେକ୍ ୯୧୨୪୦୯୩୩୮୯