ପାଣ୍ଡିଆନଙ୍କ ନାଁରେ ଏତଲା : ବିପୁଳ କଳା ଟଙ୍କାକୁ ଧଳା କରିବାର ଅଭିଯୋଗ

0

ଭୁବନେଶ୍ୱର : ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ଏତଲା ଦିଆଯାଇଛି । ଆଇନଜୀବୀ ସୁଧୀର ଚରଣ ମହାନ୍ତିଙ୍କ ପକ୍ଷରୁ ଏତଲା ଦିଆଯାଇଥିବା ସୂଚନା । କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ଅର୍ଥ ତୋଷରପାତ , ବିପୁଳ ମାତ୍ରାରେ କଳା ଟଙ୍କାକୁ ଧଳା କରିବାରେ ରହିଛି ଭିକେ ପାଣ୍ଡିଆନଙ୍କ ହାତ । ଏହା ସହ ଖଣି ମାଫିଆଙ୍କ ଠାରୁ ଟଙ୍କା ନେଇ ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଭଳି ବିଭିନ୍ନ ଅଭଯୋଗ ହୋଇଛି କାର୍ତ୍ତିକ ପାଣ୍ଡିଆନଙ୍କ ନାଁ ରେ ।