ମୟୁରଭଞ୍ଜ: ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ । ୭ ମହଲା ବିଶିଷ୍ଟ କୋଠାରେ ୩ୟ ମହଲାରେ ଥିବା ଓଟିରେ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଘଟିଥିବା ଜଣାପଡିଛି । ଥବର ପାଇ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଉଦ୍ଧାର କର୍ଯ୍ୟ ଜାରି ରଖିଛି । ୩ ମହଲାରେ ଶିଶୁ ଓ ଓଟି ବିଭାଗ ରହିଛି । ସେଠାରୁ ସମସ୍ତ ରୋଗୀଙ୍କୁ ସୁରକ୍ଷିତଭାବେ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟରା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।