ଖାଲରୁ ଗୋମାତାଙ୍କୁ ଉଦ୍ଧାର କଲେ ଅଗ୍ନିଶମ

0

କଟକ: ନରାଜ ରେ ଗୋରୁ ଚରୁଥିବା ସମୟରେ ଏକ ଗାତରେ ଗଳି ପଡିଯିବା ପରେ ଅଗ୍ନିଶମ ଓ ପୋଲିସ ଖବର ପାଇ ଘଟଣାସ୍ଥଳ ରେ ପହଞ୍ଚି ମିଳିତ ସହଯୋଗ ରେ ଗୋମାତା କୁ ଉଦ୍ଧାର କରାଯାଇଥିଲା| ଗୋରୁ ଟି ର କୌଣସି କ୍ଷତି ହୋଇନଥିବା ହାବିଲଦାର ସନ୍ତୋଷ କୁମାର ବେହେରା ସୂଚନା ଦେଇଛନ୍ତି |