ଗୋଟିଏ ଦେଶ ଗୋଟିଏ ନର୍ବାଚନ, ରାମନାଥ କେବିନ୍ଦଙ୍କ ଅଧ୍ୟକ୍ଷତାରେ ବୈଠକ

0

ନୂଆଦିଲ୍ଲୀ: ଗୋଟିଏ ଦେଶ ଗୋଟିଏ ନର୍ବାଚନ ବୈଠକ ଆଜି ବସୁଛି । ଆଜି ବିଧାନ ସଭାରେ ଏ ନେଇ ଆଲେଚନା ହେବ । ପୂର୍ବତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ବୈଠକର ଆଲେଚନା ହେବ । ଏଥିସହ କମିଟି ସମସ୍ୟଙ୍କ ସହ ଆଲେଚନା କରିବେ ରାମନାଥ କୋବିନ୍ଦ ।

ଏକାଥରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବାକୁ ଚେଷ୍ଟା କରାଯାଉଛି । ଏକ ସମୟରେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ହେବା ସମ୍ଭବ ହୋଇପାରିବ କି ନାହିଁ ଏହି ଉଚ୍ଚସ୍ତରୀୟ କମିଟି ପରୀକ୍ଷ ନିରୀକ୍ଷା କରିବ । ବିଭିନ୍ନ ଦିଗକୁ ସମୀକ୍ଷା କରି କେନ୍ଦ୍ରକୁ ରିପୋର୍ଟ ଦେବ ଏହି କମିଟି । ଓଡ଼ିଶା ଗସ୍ତରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସିଥିବା ବେଳେ ଆଜି ବିଧିବଦ୍ଧ ଭାବେ ବୈଠକ ହେବ ବୋଲି ସୂଚନା ଦେଇଥିଲେ ।