ଖୋଲିବ ଫରେନସିକ ଲ୍ୟାବ: ଯାଞ୍ଚ କରାଯିବ ଡିଜିଟାଲ ୱେରେ ଆସୁଥିବା ଅଭିଯୋଗ

0

ଭୁବନେଶ୍ୱର:  ନୂଆବର୍ଷରେ ଖୋଲିବ ଫରେନସିକ ଲ୍ୟାବ । ଡିଜିଟାଲ ୱେରେ ଆସୁଥିବା ଅଭିଯୋଗର ଯାଞ୍ଚ ହେବ ।  ଲାଞ୍ଚ ଅଭିଯୋଗ ଗୁଡିକରେ ଏଠାରେ ଯାଞ୍ଚ କରାଯିବ ।  ୨୦୨୪ ସମୁଦାୟ ୨୦୦ ଲାଞ୍ଚ ମାମଲା ହୋଇଛି ।  ୧୩୧ କୋଟି  ବେଆଇନ ସମ୍ପତ୍ତି ଜବତ କରିଛି । ୧୮୧ ସରକାରୀ  ବାବୁ ଗିରଫ ହୋଇଛନ୍ତି । ଏନେଇ ରାଜ୍ୟ ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।