ବିଶ୍ୱପ୍ରଶିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ବର :ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ବିଶ୍ୱପ୍ରଶିଦ୍ଧ ବରଗଡ ଧନୁଯାତ୍ରା । ଏନେଇ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡର ଭାଇ , ଭଉଣୀ , ମା’ ମାଉସୀ ସଭିଁଙ୍କୁ ଜୁହାର ଜଣାଇ ଅଭିନନ୍ଦନ ଜଣାଇଛନ୍ତି । ବରଗଡ଼ ଧନୁଯାତ୍ରା ଆମ ସଂସ୍କୃତି, ପରମ୍ପରା ଓ ପରିଚୟ। ଏଥିସହ ସମସ୍ତ କଳାକାରଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ।