ଶ୍ରୀକାନ୍ତ ଜେନା ଙ୍କୁ ଭେଟିଲେ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସାଂସଦ

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ : ଓଡ଼ିଶାରେ ଶ୍ରୀକାନ୍ତ ଜେନା ଙ୍କୁ ଭେଟିଲେ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜ ବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂ ଯାଦବ ଓ ସାଂସଦ ରାଜୀବ ରାୟ । ଓଡ଼ିଶା ର ବିଭିନ୍ନ ରାଜନୈତିକ ଦଳ କୁ ନେଇ ପଛୁଆ ବର୍ଗ ଙ୍କୁ ନ୍ୟାୟ ଦେବା ପାଇଁ କାମ କରିବେ ଅଖିଳେଶ । ବାରମ୍ବାର ଓଡ଼ିଶା ଆସନ୍ତୁ ଓଡ଼ିଶାର କୋଣ ଅନୁକୋଣ ଯାନ୍ତୁ ନିମନ୍ତ୍ରଣ କଲେ ଶ୍ରୀକାନ୍ତ ଜେନା । ଶ୍ରୀକାନ୍ତଙ୍କ ଘରେ ଅଖିଳେଶଙ୍କ ସାମ୍ବାଦିକ ସମ୍ମିଳନୀ । ଅଖିଳେଶ ପ୍ରକାଶ କରିଛନ୍ତି ଯେ, କିଛି ଦିନ ତଳେ ଶ୍ରୀକାନ୍ତ ଙ୍କ ସହ ମିଶିଥିଲି । ଦେଶ ରେ ସାମାଜିକ ନ୍ୟାୟ ମୁଖ୍ୟ ଧାରା ରେ ଥିଲା, ନ୍ୟାୟ ର ରାଜ ହେଉ, cpi,cpm, rjd ର ବିଭିନ୍ନ ନେତା ମିଶିଲେ ସମସ୍ତ ଙ୍କ ଇଚ୍ଛା ଇଣ୍ଡି ମେଣ୍ଟ କୁ ମଜବୁତ କରାଯାଉ । କଂଗ୍ରେସ ସହ ଲଢୁଥିଲୁ ଜାତିଗତ ଜନ ଗଣନା କୁ ନେଇ । ଜାତି ଗତ ଜନ ଗଣନା ହେବା ଦରକାର । up ରେ ସବୁଠୁ ବଡ଼ ଲଢେଇ ଥିଲା । ପୀଡିତ, ଦୁଃଖୀ ଙ୍କୁ ସାଥିରେ ନେଇ ଚାଲିବୁ । ବିଜେପି ଚାଁହୁଛି ଲୋକ ତନ୍ତ୍ର ଦୁର୍ବଳ ହେଉ । ଶ୍ରୀକାନ୍ତ ଜେନା ଓଡ଼ିଶା ରେ ଏହି ଆୱାଜ ଉଠାଉଛନ୍ତି । ୧୪ ତାରିଖ ରେ ଦେଶ ର ସବୁ ଦଳ ବିଭିନ୍ନ ଜାଗାରେ ସଂକଳ୍ପ ନେଲେ ଆମ୍ବେଦକର ଙ୍କୁ ମନେ ପକାଇଲେ ଜ୍ଝ ଏହି ସମ୍ବିଧାନ କୁ ଲୋକ ଦୁର୍ବଳ କରୁଛନ୍ତି । ସାମାଜିକ ନ୍ୟାୟ ର ସଂକଳ୍ପ ନେବୁ । ସାମାଜିକ ନ୍ୟାୟ ପାଇଁ ଲଢେଇ ବଡ଼ । up ଲୋକଙ୍କୁ ଆମେ ଜଣାଇଛୁ । ଶ୍ରୀକାନ୍ତ ଜେନା ଭଳି ଲୋକ ସାଥିରେ ଅଛନ୍ତି ଲଢେଇ ହେବ ଜ୍ଝ ଓଡ଼ିଶା ର ନନ୍ଦନକାନନ ଆସିଥିଲି ପ୍ରଥମେ । ବାଘ ମୃତ୍ୟୁ ସମୟ ରେ । ଓଡ଼ିଶା ରେ ସାମାଜିକ ନ୍ୟାୟ ମିଳୁ । ଓଡ଼ିଶାର ପଛୁଆ ଲୋକଙ୍କୁ ସାଙ୍ଗରେ ନେବୁ । ଓଡ଼ିଶା ରେ ଇଂଜିନ ନିଜ ହିସାବ ରେ ଚାଲୁଥିବ । ଜାଣିନି ଇଂଜିନ କେମିତି ଚାଲୁଥିବ ଜ୍ଝ ସମାଜ ବାଦୀ ପାର୍ଟି ୱାକଫ ବିଲ କୁ ବିରୋଧ କରୁଛୁ ବିଜେଡି ର ନିଜ ବିଚାର ଥିବ ଜ୍ଝ ଡି ଲିମିଟେସନ ନେଇ ଆମେ ତାମିଲନାଡୁ ସହ ଅଛୁ । ଦକ୍ଷିଣ ଭାରତ ର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆମେ ଅଛୁ । ନବୀନ ଙ୍କୁ ଭେଟିବା ପ୍ରଶ୍ନ ରେ ଅଖିଳେଶ ଙ୍କ ଉତ୍ତର ଭଗବାନଙ୍କୁ ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ ଦିଅ । କୁମ୍ଭ ରେ କେତେ ଖର୍ଚ୍ଚ ହେଲା ଆଉ ବୁଡ଼ ପକାଇବାରେ କେତେ ଖର୍ଚ୍ଚ ହେଲା । ଓଡ଼ିଶା ରେ ବି ବିଜେପି କହିଥିବ ଡବଲ ଇଂଜିନ କିନ୍ତୁ କହୁନାହାନ୍ତି କେଉଁ ଇଂଜିନ ଆଗରେ ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅଖିଳେଶ । କେଉଁଠି ବି ଏଭଳି ଘଟଣା ଘଟିଲେ ହିଂସା ପାଇଁ ସମାଜ ଆଗକୁ ବଢ଼ିପାରିବ ନାହିଁ । ଆମ ମୁଖ୍ୟମନ୍ତ୍ରୀ ଏହା ଭାବୁଛନ୍ତି ଡ୍ରେସ ପିନ୍ଧିଲେ ଯୋଗୀ ହେଇଯିବେ । ଦୁଃଖ ବୁଝିବା କଥା ଛାଡ଼ କଥା ରେ ଦୁଃଖ ଦେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ନିଜେ ଅଣ୍ଡା । up ରେ ଯେତେ ଝଗଡା ହେଉଛି ବିଜେପି ଦାୟୀ ।