ସମ୍ବଲପୁର: କମୁଛି ହୀରକୁଦକୁ ଜଳ ପ୍ରବାହ ଫଳରେ ଆଉ ୪ଟି ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ଉପରମୁଣ୍ଡରେ ପର୍ଷାର ପରିମାଣ କମିବାରୁ କମୁଛି ହୀରକୁଦକୁ ଜଳ ପ୍ରବାହ । ଭତକାଲି ୮ଟି ଗେଟ ବନ୍ଦ କରାଯାଇଥିବା ବେଳେ ଆଜି ଆଉ ୪ଟି ଗେଟ୍ କୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ୧୦ଟି ଗେଟ ଦେଇ ଛଡା ଯାଉଛି ଜଳ ।