ବିଧାନସଭା;ଧାନସଭାରେ ଆଜି ରାଜ୍ୟ ବଜେଟ୍ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥର ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍ ଉପସ୍ଥାପନା କରାଯାଉଛି ।କୃଷି , ଶିକ୍ଷା, ଗମନାଗମନ, କ୍ରିଡ଼ା, ସ୍ବାସ୍ଥ୍ୟ, ଜଳସେଚନ ଏସବୁକୁ ନଜରରେ ରଖି ଚାଲିଛି ୨୦୨୫-୨୬ ଆର୍ଥିକ ବର୍ଷ ବେଜଟ ଉପସ୍ଥାପନା । ଗଙ୍ଗାଧର ମେହେର ଶିକ୍ଷା ମାନକବୃଦ୍ଧି ଯୋଜନା ଅଧୀନରେ, ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ସାଇକେଲ ଯୋଗାଇ ଦେବାକୁ ୧ ଶହ ୯୩ କୋଟି ଟଙ୍କା ଏବଂ ୨୦୨୫-୨୬ ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ଯୋଗାଇ ଦେବାକୁ ୧ ଶହ ୯୪ କୋଟି ଟଙ୍କାର ବ୍ୟୟବରାଦ