ଭୁବନେଶ୍ୱର: OMFED ର ସମୀକ୍ଷା ବୈଠକ | OMFED ହେଉଛି ଓଡ଼ିଶାର ଅସ୍ମିତା |ଆଗାମୀ ଦିନ ରେ OMFED କୁ ସୃଦୁଢ଼ କରିବା ସହ କ୍ୱାଲିଟି କ୍ଵାଣ୍ଟିଟି ରେ କମ୍ପାରମାଇଜ କରାଯିବନି | ପ୍ଲାଣ୍ଟ ଗୁଡିକରେ ସିସିଟିଭି ଲାଗିବ | ରାଜ୍ୟରେ ଖୋଲିବ ନୂଆ 3 ଟି କ୍ଷୀର ପ୍ଲାଣ୍ଟ| ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱରଠାରେ ଖୋଲିବ ନୂଆ ପ୍ଲାଣ୍ଟ| OMFED ପାଣି, ଚକଲେଟ ଆସିବ | ବିଭିନ୍ନ ଜାଗାରେ OMFED ପାର୍ଲର ଖୋଲାଯିବ | କ୍ଷୀର ଧାରା ମିଶନ ପ୍ରତ୍ୟେକ ପଞ୍ଚାୟତ ରେ ଖୋଲାଯିବ | 20 ଟି କ୍ଷୀର ଧାରା କେନ୍ଦ୍ର ପଞ୍ଚାୟତ ରେ ଖୋଲିଛି | ପର୍ଯାୟ କ୍ରମେ ଆଉ ଖୋଲିବ | 2 କୋଟି ବକେୟା ରାସି ରହିଛି OMFED ର | ନୋଟିସ ପରେ 82 ଲକ୍ଷ ଆଦାୟ ହୋଇଛି | 7 ଦିନ ଭିତରେ ନ ଦେଲେ ଆକ୍ସନ ନିଆଯିବ | ପୁରୀ ଜଗନ୍ନାଥ ମନ୍ଦିର ରେ OMFED ଘିଅ ବ୍ୟବହାର ହବ | ସପ୍ଲାଇ ଆରମ୍ବ ହୋଇଛି | ସମସ୍ତ ଜିଲ୍ଲାପାଳ ଙ୍କୁ ଚିଠି କରାଯାଇଛି ସମସ୍ତ ମନ୍ଦିର ରେ OMFED ଘିଅ ବ୍ୟବହାର ପାଇଁ| ଜଗନ୍ନାଥ ମନ୍ଦିରରେ ଦିନକୁ 4 ଟନ ଘିଅ ଆବଶ୍ୟକ ରହିଛି | ପ୍ରତି ଦିନ 8 ରୁ 10 ଟନ ଘିଅ ଉତ୍ପାଦନ ହେଉଛି | OMFED ସଂସ୍ଥା କୁ ପୁନର୍ଗଠନ କରାଯିବ | ଅଧିକ ଆତ୍ମନିର୍ଭର କରାଯିବ | ଚାଷୀ ଙ୍କ ପ୍ରୋତ୍ସାହନ ରାଶି 29 କୋଟି ସାତ ଦିନ ଭିତରେ ଦିଆଯିବ | OMFED ପୋର୍ଟାଲ ଡେଭଲପ କରାଯିବ |