(ବନବାସି ପ୍ରଧାନ): ବାଲିଗୁଡ଼ା ପିଡ୍ଲଡ଼ି ଛକରେ ଥିବା ଗାନ୍ଧୀଜିଙ୍କ ପ୍ରତିମୁତ୍ତିରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ପୁଷ୍ପମାଲ୍ୟ ଦେଇ ଗାନ୍ଧିଜୀଙ୍କୁ ସ୍ମରଣ କରିଥିଲେ । ଶିକ୍ଷକ ଓ ଶିକ୍ଷୟତ୍ରି ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗାନ୍ଧିଜୀଙ୍କ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ବାଲିଗୁଡ଼ା କଂଗ୍ରେସ ଦଳ ପକ୍ଷରୁ ବାଲିଗୁଡ଼ା ମେଡ଼ିକାଲରେ ରୋଗିଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା ।