୯୫ ହଜାର ପାର କଲା ସୁନା ଦର

0

ନୂଆଦିଲ୍ଲୀ: ଗତ ଦୁଇ ଦିନ ହେବ ସୁନା ଦର କମିଥିବା ବେଳେ ଆଜି ପୁଣି ବଢିଲା ସୁନା ଦର । କିଛିଦିନ ଧରି ସୁନା ରୂପା ଦର ହୁହୁ ହୋଇ ବଢୁଛି । ଫଳରେ ଚିନ୍ତାରେ ଗ୍ରାହକ । ତେବେ ୨୪ କ୍ୟାରେଟ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୯୫,୪୦୦ଟଙ୍କା ହୋଇଛି । ଯାହାକି ଗତ କାଲି ୯୩,୩୮୦ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପ୍ରତି ୮୭,୪୫୦ ଟଙ୍କା ହୋଇଛି ଯାହାକି ଗତକାଲି ୮୫,୬୦୦ ଟଙ୍କା ଥିଲା । ଏହି ୩ଦିନ ଭିତରେ ସୁନା ଦର ୫ହଜାର ଟଙ୍କାକୁ ବୃଦ୍ଧି ହୋଇଛି ।