ଭାରତର ବଜାରରେ୨୪ କ୍ୟାରେଟ ସୁନାର ମୁଲ୍ୟ ଦଶଗ୍ରାମ ପ୍ରତି ୬୦,୬୨୦ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୫୩୦ ହୋଇଛି ।ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ୨୨ ଓ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୫,୯୫୦ ଓ ୬୧,୦୪୦ ରହିଛି ।ମୁମ୍ବାଇ ଓ କୋଲକତାରେ ୨୨ କ୍ୟରେଟ ଓ ୨୪ କ୍ୟାରେଟ ର ମୁଲ୍ୟ ଓଡିଶାରେ ସୁନାର ଦର ସହିତ ସମାନ ରହିଛି ।କିନ୍ତୁ ଦେଶର ରାଜଧାନୀ ନୂଆଦିଲ୍ଲୀ ରେ ୫୬,୧୦୦ ଓ ୬୧ ୧୯୦ ଟଙ୍କା ରହିଛି ।ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭ ,୯୨୬ ଟଙ୍କା ଓ୨୪କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି ।ସେହିପରି ରୂପା ମୁଲ୍ୟ ୧କିଲୋ ଗ୍ରାମ ପିଛା ୭୪,୭୦୦ ଟଙ୍କା ରହିଛି ।