(ଜଗନ୍ନାଥ କୁମାର ସେଠି / ଗୋପ) ; ଆଜି ହେଉଛି ଉକ୍ତଳ ଦିବସ !ଓଡିଶାର ମାନବିକତା କଥା ଆସିଲେ ପ୍ରଥମେ ଗୋପବନ୍ଧଦୁ ହିଁ ମନେପଡନ୍ତି ! ଦଃୁଖି ଦୀନ ଦରିଦ୍ର ଙ୍କୁ ସହାୟତା କରିବାର ମହତ କାର୍ଯ୍ୟ ରେ ଗୋପବନ୍ଧୁ ହିଁ ସବୁବେଳେ ପ୍ରେରଣାର ଉତ୍ସ କହିଲେ କିଛି ଅତ୍ୟୁକ୍ତି ହେବନି !ସେ ଥିଲେ ମାନବିକତାର ଜୀବନ୍ତ ପ୍ରତିକ ! ତେଣୁ ଆଜିର ଏହି ଜିଲ୍ଲାସ୍ତରୀୟ ୮୬ତମ ଓଡିଶା ଦିବସ ପାଳନ ଉପଲକ୍ଷେ ଆଜି ସକାଳ ୭ ଘଟିକା ସମୟରେ ସିଂହଦ୍ୱାର ସ୍ଥିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଏଥିରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଛନ୍ତି ।