୫ ବର୍ଷ ରେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି ୮୨୭ ସରକାରୀ ଅଧିକାରୀ…

0

ଦୁର୍ନୀତିରେ ମାତିଛନ୍ତି ସରକାରୀ ଅଧିକାରୀ । ପୂର୍ତ୍ତ, ପଞ୍ଚାୟତିରାଜ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଗୃହ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ସର୍ବାଧିକ ଦୁର୍ନୀତି । ଗତ ୫ ବର୍ଷ ରେ ଦୁର୍ନୀତି ଅଭିଯୋଗ ରେ ଗିରଫ ହୋଇଛନ୍ତି ୮୨୭ ସରକାରୀ ଅଧିକାରୀ ।

ଦୁର୍ନୀତି କରି ଦଣ୍ଡିତ ହୋଇଛନ୍ତି ୪୩୬ ଅଧିକାରୀ । ଏବେବି ୧୧୩୧ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ଚାର୍ଜ ସିଟ ଦାଖଲ କରିଥିବା ବେଳେ ଚାଲିଛି ବିଚାର ପ୍ରକ୍ରିୟା । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।