ହୀରାକୁଦ ଡ୍ୟାମ୍ ଉନ୍ନତିକରଣ ପାଇଁ ସରକାରଙ୍କ ବଡ ଯୋଜନା

0

ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍ ଉନ୍ନତିକରଣ ପାଇଁ ସରକାରଙ୍କ ବଡ ଯୋଜନା।  ଆସନ୍ତା ୬ ବର୍ଷ ପାଇଁ ଦିର୍ଘ ମିଆଦି ଯୋଜନା। ୧୦୬୬.୩୮ କୋଟି  ଟଙ୍କାର  ଖର୍ଚ ହେବ ଆସନ୍ତା ୬ ବର୍ଷ ପାଇଁ।  ଜଳ ସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ପ୍ରକାଶ। ଡ୍ୟାମ୍ ର ବାମ dyke ରେ ଅତିରିକ୍ତ spill way ନିର୍ମାଣ ହେବ। ଏଥିପାଇଁ ୮୮୪.୩୮ କୋଟି ୬ବର୍ଷରେ ଖର୍ଚ୍ଚ ହେବ। ଡ୍ୟାମ୍ ର ଫାଟ ଚିହ୍ନଟ ପାଇଁ ସର୍ଭେ କରାଯିବ। ଏଥିପାଇଁ ୬ ବର୍ଷରେ୩୨କୋଟି ଟଙ୍କା ଖର୍ଚ ହେବ। ସେହିପରି gate ଗୁଡିକ ସମ୍ପୂର୍ଣ୍ଣ ସ୍ଵୟଂ ଚାଳିତ କରାଯିବ। ଯେଉଁଥି ପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ।