ଭୁବନେଶ୍ୱର: ମୋ ବସ ର ଦୁର୍ଘଟଣା ରୋକିବା ପାଇଁ ସରକାର ଙ୍କ ନୂଆ ପଦକ୍ଷେପ | ଏଣିକି ଭୁବେନେଶ୍ୱର ଭିତରେ ମୋ ବସ ର ସ୍ପିଡ଼ ଲିମିଟ ହେବ 40km ଏବଂ ବାହାରକୁ ଯାଉଥିବା ବସ ର ସ୍ପିଡ଼ ଲିମିଟ ରହିବ 50 km | ଲାଇସେନ୍ସ ଚେକିଂ ହେବ | ଲାଇସେନ୍ସ ଥିଲେ ଗାଦିରେ ଚଢିବେ ଡ୍ରାଇଭର | ଡ୍ରାଇଭର ମଦ୍ୟପାନ କରିଛ କି ନାହିଁ ଚେକ କରାଯିବ | ଟେଷ୍ଟ ହେଇ ଗାଡିରେ ଚଢିବେ ଏବଂ ଗାଡ଼ିରୁ ଓଲ୍ହାଇଲା ପରେ ଟେଷ୍ଟ କରାଯିବ | ଖୁବ ଶୀଘ୍ର କରିବା ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ନିର୍ଦ୍ଧେଶ |