ରାଜ୍ୟପାଳ ଲାଟସାହେବ ନୁହଁନ୍ତି : ବିଜେପିରେ ମିଶିବା ପରେ ରଘୁବର ଦାସଙ୍କ ବୟାନ

0

ଭୁବନେଶ୍ୱର : ବିଜେପିରେ ମିଶିବା ପରେ ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଙ୍କ ବଡ ବୟାନ। ସେ ରହିଛନ୍ତି ରାଜ୍ୟପାଳ ପଦବୀକୁ ଲାଟ ସାହେବ ପଦ ବୋଲି ସମସ୍ତେ ଭାବିଥାଆନ୍ତି । ଏନେଇ ରଘୁବର କହିଛନ୍ତି ରାଜ୍ୟପାଳ ଲାଟ ସାହେବ ନୁହଁନ୍ତି , ରାଜ୍ୟପାଳ ଲୋକଙ୍କ ରାଜ୍ୟପାଳ । ଜଗନ୍ନାଥଙ୍କ ଭୂମି ଓଡିଶାରେ ଏହି ଚିନ୍ତାଧାରାକୁ ଭାଙ୍ଗିଲି । ୩ ମାସରେ ୩୦ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିଲି କହିଛନ୍ତି ରଘୁବର । ରାଜ୍ୟପାଳ ଲାଟ ସାହାବ ନୁହଁନ୍ତି , ରାଜ୍ୟପାଳ ହେଉଛନ୍ତି ଲୋକଙ୍କ ରାଜ୍ୟପାଳ ।