ବରଗଡରେ ମିଳିଲା ଗୁଡ୍ଡୁ ମୁସଲିମର ସିସିଟିଭି ଫୁଟେଜ

0

ବରଗଡ : ବରଗଡରେ ଥିଲା ମୁସଲିମ୍ବ | ରଗଡରେ ଆତ୍ମଗୋପନ କରିଥିଲା ଗୁଡ୍ଡୁ ମୁସଲିମ | ବରଗଡରେ ମିଳିଲା ଗୁଡ୍ଡୁ ମୁସଲିମର ସିସିଟିଭି ଫୁଟେଜ | ଏପ୍ରିଲ ୧୧ ତାରିଖ ଦିନ ୧ଟା ବେଳର ସିସିଟିଭି ଫୁଟେଜ ମିଳିଲା | ୧ ମିନିଟ ୨ ସେକେଣ୍ଡର ସିସିଟିଭି ଫୁଟେଜ ମିଳିଲା | ସିସିଟିଭି ଫୁଟେଜ ମିଳିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର | ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଗୁଡ୍ଡୁ ମୁସଲିମ | ମୃତ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ମୁଖ୍ୟ ସହଯୋଗୀ ଗୁଡ୍ଡୁ | ଅତିକ ଗ୍ୟାଙ୍ଗର ‘ବମବାଜ’ ଥିଲା ଗୁଡ୍ଡୁ ମୁସଲିମ | ବୋମା ଭିଡିବା ଏବଂ ବିସ୍ଫୋରଣ ଘଟାଇବାରେ ମାହିର ଥିଲା |